ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ବିନ୍ଦୁ ସାଗରରେ ମଧ୍ୟ ପୟା ଶ୍ରାଦ୍ଧ ଉପରେ ଅନେକ ରୋକ ଲାଗିଛି । କୋଭିଡ କଟକଣା ଭିତରେ ଲୋକମାନେ ବିନ୍ଦୁସାଗରରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିଛନ୍ତି । ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧାକୁ ଗୁରୁତ୍ୱ ଦିଆଯାଇଛି ।
#Bhubaneswar #Lingaratemple #TheArgus #ArgusUpdate #ArgusOdia #ArgusNews #Headlines #UpdateNews