କୁଚିଣ୍ଡା ଉପଖଣ୍ଡରେ ଲକ୍ଷ୍ୟାଧିକ ଧାନ ବସ୍ତା ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି । ମିଲରଙ୍କ ମନ ମାନି ଓ କଟନୀ ଛଟନି ଯୋଗୁଁ ଉଠି ପାରୁନାହିଁ ଚାଷୀଙ୍କ ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି....
#ArgusNews #Odisha #Sambalpur #Kuchinda #Farmer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app