କଲେଜର ଅବହେଳା ଯୋଗୁ ଅନ୍ଧକାରରେ ଛାତ୍ରୀଙ୍କ ଭବିଷ୍ୟତ । ଛାତ୍ରୀ ଜଣକ +3 କଳା ପଞ୍ଚମ ସେମିଷ୍ଟର ପରୀକ୍ଷା ପାଇଁ ଫର୍ମ ଫିଲଅପ କରିଥିଲେ । କିନ୍ତୁ କଲେଜ ତରଫରୁ ୟୁନିର୍ଭସିଟିରେ ଫର୍ମ ଦାଖଲ କରାଯାଇନଥିବାରୁ ଛାତ୍ରୀଙ୍କର ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି...
#ArgusNews #Odisha #Boudh #Student #Form_Fillup