ଖୋଲିଲା ରାଜ୍ୟର ସମସ୍ତ ବିଦ୍ୟାଳୟ
ଦୀର୍ଘ ନଅ ମାସ ପରେ ଆଜି ଖୋଲିଛି ରାଜ୍ୟର ସମସ୍ତ ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ କେବଳ ଦଶମ ଶ୍ରେଣୀ ପିଲାମାନଙ୍କୁ ସ୍କୁଲ୍ ଆସିବା ପାଇଁ ଅନୁମତି ରହିଛି। ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲାର ଏସ.ଡି ଛାତ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କର ପ୍ରତିକ୍ରିୟା....
#ArgusNews #Odisha #School_reopen #Dhenkanal
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app