ଚାଷୀଙ୍କୁ ଠକି ଦେଲେ ସରକାର । ମାର୍ଚ୍ଚ 31ସୁଦ୍ଧା ସବୁ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବେ ବୋଲି ବିଧାନସଭାରେ କହିଥିଲେ ମନ୍ତ୍ରୀ । କିନ୍ତୁ ଏବେ ରାଜ୍ୟର ବିଭିନ୍ନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଯଦି ଖୋଦ୍ ସରକାରଙ୍କ ହିସାବ ଦେଖିବା ତେବେ ପାଖାପାଖି 3 ଲକ୍ଷ ଏବେସୁଦ୍ଧା ଧାନ ବିକ୍ରି କରିପାରିନାହାଁନ୍ତି । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ....
#ArgusNews #Odisha #Mandi_Issue #Farmer