ପୁଅ ବିଜେପିର କର୍ମୀ ବୋଲି ବୃଦ୍ଧା ମାକୁ ମରଣାତ୍ମକ ଆକ୍ରମଣ କଲେ ଟିଏମସି କର୍ମୀ
ପଦ୍ମପୁର ଉପଖଣ୍ଡ ୭୦ଟି ମଣ୍ଡିରେ ପ୍ରାୟ ୭ଲକ୍ଷ ପକେଟରୁ ଉର୍ଦ୍ଧ୍ୱ ଧାନ ବାସ୍ତା ଖୋଲା ଆକାଶ ତଳେ ପଡି ରହିଥିବା ବେଳେ ପ୍ରାୟ ୪୫୦୦ ଚାଷି ଙ୍କର ଟୋକନ ଲେପ୍ସ ହୋଇ ସାରିଲାଣି । ବର୍ତମାନ ପରିବାର ପୋଷଣ ର ଚିନ୍ତା ଏବଂ ମଣ୍ଡିରେ ଧାନ ବିକ୍ରି ନହେବା ଫଳରେ ଏମ୍.ଏସ୍.ପି. ଠୁ କମ ଦରରେ ବିକିବା ପାଇଁ ମଧ୍ୟ ବାଧ୍ୟ ହେଉଛନ୍ତି ଚାଷି .....
#ArgusNews #Odisha #Baragarh #Bijepur #FarmerIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app