ପାଣି ପାଇଁ ଲଟେରୀ ସିଷ୍ଟମ । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଜଳ ପାଇଁ ଚାଲିଛି ସଂଘର୍ଷ । ଛତ୍ରପୁର ଷ୍ଟେସନ ରୋଡ ସାହିରେ । ପାନୀୟ ଜଳର ଘୋର ଅସୁବିଧା ରହିଛି । ତେବେ ପାଣି ସମସ୍ୟା ନେଇ ସାହି ବାସିନ୍ଦା ପକ୍ଷରୁ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ...
#ArgusNews #WaterIssue #Bramhapur #Ganjam #Chhatrapur #Odisha