ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟତା... ପରିଶ୍ରମ ଆଣିଦେଇଛି ସଫଳତା । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ଜାମୁମାଲର ଛବିରାଣୀ ରଣା । ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ସ୍ୱପ୍ନରେ ବାଧା ସାଜିନି ଦାରିଦ୍ର୍ୟତା । CHSE ପରୀକ୍ଷାରେ ପଶ୍ଟିମ ଓଡ଼ିଶାର ଟପର ହୋଇ ନିଜ ମାଟିକୁ ଗୌରବାନ୍ୱିତ କରିଛନ୍ତି ....
#ArgusNews #Sambalpur #Kuchinda #ScienceTopper