ରୀନା ଡାକୁଆଙ୍କ ସାହାସିକତାକୁ ସାବାସ
ଏକାକୀ ବିଳମ୍ବିତ ରାତ୍ରିରେ ଦୁଇ ଲୁଟେରାଙ୍କ ସହ ଲଢ଼ିଲେ । ରୀନା ରାଜଧାନୀ ବାଣିବିହାରର ଏକ ସପିଂ ମଲରେ କାମ କରନ୍ତି । ସେ କାମ ସାରି ରାତିରେ ଡୁମଡୁମାରେ ଥିବା ରୁମକୁ ଫେରୁଥିଲେ । ଏହି ସମୟରେ ଦୁଇ ଲୁଟେରା ତାଙ୍କ ଫୋନ ଛଡାଇନେଇଥିଲେ । ରୀନା ସାହାସିକତାର ସହ ଜଣଙ୍କୁ ଗାଡ଼ିରୁ ଟାଣିଥିଲେ....
#ArgusNews #Odisha #Bhubaneswar #Loot #RinaDakua
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app