ପରିବା ବିକାଳୀ ରୁ କବି । ୨୦୦ ରୁ ଅଧିକ କବିତା ଲେଖିଲେଣି । ଯେଉଁ ହାତ ରେ ପରିବା ବସ୍ଥା ଉଠାଉଛନ୍ତି ଓ ଭାରି କାମ କରୁଛନ୍ତି ସେହି ହାତ ଗଢ଼ୁଚି ଶବ୍ଦର ଇନ୍ଦ୍ରଜାଲ । କ୍ରେତାଙ୍କ ଠାରୁ ଶୁଣୁଥିବା ପ୍ରତ୍ୟେକ ଶବ୍ଦ କୁ ମନେ ରଖି ସେ କବିତାକୁ ଦିଅନ୍ତି ଜୀବନ । ତାଙ୍କ କବିତାରେ ମା,ମାଟି ଓ ମଣିଷର ସ୍ୱର ଶୁଣାଯାଏ । ପରିବା ବିକାଳୀ ରୁ ଅସଂଖ୍ୟ ଚମତ୍କାର କବିତା ଲେଖୁଥିବା ଏହି କବି ହେଉଛନ୍ତି ପରିବା ବିକାଳୀ କବି କୈଳାଶ ବେହେରା ..
#ArgusNews #Odisha #Poet_Writer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app