ପ୍ରଥମେ ଗଣଦୁଷ୍କର୍ମ ଆଉ ତାପରେ ହତ୍ୟା ଉଦ୍ୟମ । ସମ୍ବଲପୁର ସାହସପୁରରେ ଆଦିବାସୀ ନାବାଳିକାଙ୍କ ସହ ଘଟିଥିବା ଏଇ ଜଘନ୍ୟକାଣ୍ଡକୁ ନେଇ ଏବେ ଚର୍ଚ୍ଚା... ଗଣଦୁଷ୍କର୍ମ ଅଭିଯୁକ୍ତ ସହ ବିଜେଡି ବିଧାୟକ ଓ ସାଂସଦ...କିଭଳି ଖୁଲମଖୁଲ୍ଲା ବୁଲୁଥିଲେ ଗଣଦୁଷ୍କର୍ମର ଅଭିଯୁକ୍ତ...
#ArgusNews #Odisha #Sambalpur #Sahaspur #Rape