କମୁଛି ଜଳସ୍ତର, ହେଲେ କମିନି ଦୁର୍ଦ୍ଦଶା । ବର୍ଷା ଛାଡ଼ିବାର ୪ଦିନ ପରେ ବି ପାଣି ଘେରରେ ଗାଁ ଲୋକେ । ବନ୍ୟା ସ୍ଥିତି ଯୋଗୁଁ କାହାର ଚାଷ ଉଜୁଡି ଯାଇଛିତ ଆଉ କାହାର ବାସ ମଧ୍ୟ ଉଜୁଡ଼ିଯାଇଛି । ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ରଚାଇଛି ପ୍ରଳୟଙ୍କାରୀ ବନ୍ୟା । ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇଛି ଘର ଦ୍ୱାର, ଅସହାୟ ଅବସ୍ଥାରେ ପର ପିଣ୍ଡାରେ ଆଶ୍ରୟ ନେଇ ସରକାରୀ ସହାୟତାକୁ ଅନାଇ ରହିଛନ୍ତି ବୃଦ୍ଧ ଦମ୍ପତି ...
#ArgusNews #Bhadrak #Flood_Situation