କଷ୍ଟମର କେୟାର ନାଁରେ ଠକେଇ ଘଟଣାର ପର୍ଦ୍ଦାଫାଶ । ଏଡି ଘଟଣାରେ ପୋଲିସ 5ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ 10ଟି ମୋବାଇଲ ଓ 50ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତ କଳାହାଣ୍ଡିର ବୋଲି ଜଣାପଡିଛି .....
#ArgusNews #Kalahandi #OnlineFraud
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app