ମନରେଗା ପ୍ରକଳ୍ପରେ ମହାଦୁର୍ନୀତି । ବିନା ସୂଚନା ଫଳକରେ ଲୁଟ ହେଉଛି ସରକାରୀ ରାଜସ୍ବ । ପ୍ରଶାସନିକ ସ୍ତରରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଢେଙ୍କାନାଳ ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜୟପୁରାକାଟେଣୀ ପଞ୍ଚାୟତରୁ ମନରେଗା ପ୍ରକଳ୍ପରେ ବ୍ୟାପକ ଘୋଟାଲା ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ... #ArgusNews #Odisha #Dhenkanal #Parjanga #ManregaScam