ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ, ମାସକରେ ତୃତୀୟ ଥର ପାଇଁ ମେଣ୍ଢା ମଡ଼କ
ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କେଶପୁର ଗାଁ ର ଝିଅ ଗତ ମାର୍ଚ୍ଚ ମାସ ୪ ତାରିଖରେ ନିଖୋଜ ହୋଇ ଏକ ଅଜଣା ସ୍ଥାନରୁ ଭିଡ଼ିଓ ଭାଇରାଲ କରି ନିଜକୁ ବଞ୍ଚାଇବାକୁ ନିଜ ଭାଇ ଓ ମା କୁ ଆକୁଳ ନିବେଦନ କରୁଛି...
#ArgusNews #Odisha #khordha #Banapur #Missing_Woman #Viral_Vedio