କ୍ଷେତରେ ଖିଲି ଖିଲି ହସୁଛି କାନ୍ଦୁଲ ଫୁଲ । ନୃତ୍ୟ ଗୀତରେ ମସଗୁଲ ଆଦିବାସୀ । ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ହଳଦୀ ଓ ନାଲି ରଙ୍ଗ ଫୁଲର ସମ୍ଭାର । ଫୁଲକୁ ଦେଖି ଏବେ ଖୁସିରେ ମସଗୁଲ ହୋଇ ଉଠିଛନ୍ତି ଆଦିବାସୀ ଭାଇ ଭଉଣୀମାନେ ....
#ArgusNews #Odisha #Rayagada #Gunupur #Kandulu_Flower
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app