ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 6 ହଜାର 164 ପଜିଟିଭ । 24 ଘଣ୍ଟାରେ 7 ଜୀବନ ନେଲା ଭାଇରସ । ସେପଟେ କୋଭିଡ ମ୍ୟାନେଜମେଣ୍ଟରେ ଅସଫଳ ହୋଇଛନ୍ତି ରାଜ୍ୟ ସରକାର । ପ୍ରଶାସନର ଦାବିର ଧଜିଆ ଉଡ଼ାଇଛି, ବଲାଙ୍ଗୀର ଓ ବୁର୍ଲା ମେଡିକାଲର ସ୍ଥିତି । ଯେଉଁଠି କରୋନା ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ କାହା ସ୍ପଷ୍ଟ ଜଣାପଡ଼ୁଛି....
#ArgusNews #Odisha #Corona #Positive CMO Odisha