ଦୁର୍ଘଟଣା ନା ହତ୍ୟା । ସନ୍ଦେହ ଘେରରେ ପାୱାରଫୁଲ୍ ମନ୍ତ୍ରୀ ପ୍ରତାପ ଜେନା । ମାହାଙ୍ଗା ଡବଲ ମର୍ଡର କେସ୍ରେ ନୂଆ ଟ୍ବିଷ୍ଟ । ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ମିଳିବା ପରେ ବଢିଲା ସନ୍ଦେହ ।ପ୍ରତାପ ଷଡଯନ୍ତ୍ରକାରୀ ସନ୍ଦେହ ଘନୀଭୂତ ହେଉଥିବା ଚର୍ଚ୍ଚା । ଷଡଯନ୍ତ୍ରକାରୀଙ୍କ ସୂଚନା ପ୍ରଘଟ ନ ହେବା ପାଇଁ ହତ୍ୟା କି ...ପ୍ରଫୁଲ୍ଲକୁ ଲୁଚାଇ ରଖିବା ସାଣ୍ଠଗାଣ୍ଠରେ ପୋଲିସ ବି ସାମିଲ କି...
#ArgusNews #Odisha #Mahanga #PratapJena
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app