ମାଳମାଳ ଟ୍ରକ ଓ ଜେସିବି ଲଗାଇ ଅନାବାଦି ଓ ଗୋଚର ଜମି ପୋତାଯାଉଥିବାର ସାଙ୍ଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଷଠିପୁର ଅଞ୍ଚଳରୁ....ଏ ଦୃଶ୍ୟ ହେଉଛି ରାଜ୍ୟ ରାଜନୀତିର ପାୱରଫୁଲ ବିଧାୟକ ତଥା ବିଜେଡି ସଙ୍ଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀର...
#ArgusNews #Odisha #Jajpur #Unknown_construction