ଆଉ କିଛି ଦିନ ପରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ବିଭିନ୍ନ କାରୁକାର୍ଯ୍ୟର ରଙ୍ଗ ବେରଙ୍ଗର କ୍ୟାଣ୍ଡେଲ ସହ ଦୀପ ନିର୍ମାଣ କରି ଏଥର ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଇସ୍ପାତ ନଗରୀ ରାଉରକେଲାର ଶ୍ରଧା ଅନୁଷ୍ଠାନର ମାନସିକ ଅନଗ୍ରସର ପିଲା....
#ArgusNews #Odisha #Sundargarh #Rourkela #Disable_Children #Diya