କେବେ ଖୋଲିବ ରାଜ୍ୟ ପାଠାଗାର ?
କୋରୋନା ପାଇଁ ଦୀର୍ଘ ଦିନ ହେଲା ବନ୍ଦ ରହିଛି ରାଜ୍ୟ ପାଠାଗାର । ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଥିବାବେଳେ ପ୍ରାଇଭେଟ ପାଠାଗାରରେ ପାଠ ପଢିବାକୁ ସକ୍ଷମ ନୁହଁନ୍ତି ଅନେକ ଛାତ୍ରଛାତ୍ରୀ। ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେଇ ପାଠାଗାର ଖୋଲିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି.....
#ArgusNews #Odisha #Bhubeneswar #Library
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app