ପୋଲ ତଳେ ବିତୁଛି ଜୀବନ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅନ୍ତର୍ଗତ ବାଉଁଛିଆ ପଂଚାୟତର ଅର୍ଜୁନପାଲି ଜଙ୍ଗଲ ମଝିରେ ଥିବା ଏକ ପୋଲରେ ଜୀବନ କାଟୁଛନ୍ତି ରେଣୁକା ନାହାକ। ଆଧାର କାର୍ଡ, କିମ୍ବା ରାସନ କାର୍ଡ ବି ନାହିଁ ବହୁ ଅସୁବିଧାରେ ଚଳୁଛନ୍ତି ରେଣୁକାଙ୍କ ପରିବାର....ନା ଅଛି ଆବାସ ଯୋଜନା। ବାରମ୍ବାର ପ୍ରଶାନ ସାମ୍ନାରେ ଗୁହାରି କଲେ ବି କୈାଣସି ପ୍ରକାର ସୁଫଳ ମିଳିନାହିଁ.....
#ArgusNews #Odisha #Ganjam #AbasYojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app