ଡିଜିଟାଲରୁ ସାଟେଲାଇଟ ହେବା ପୂର୍ବରୁ ଜନ ପରାମର୍ଶ ପାଇଁ ଅର୍ଗସର ଅଭିନବ ପ୍ରୟାସ । ଅନୁଗୁଳ ଢେଙ୍କାନଳ, ସମ୍ବଲପୁର, ମୟୁରଭଞ୍ଜ, କଟକ, କୋରାପୁଟ, ପୁରୀ, ଭଦ୍ରକ, ଗଞ୍ଜାମ ଓ ଖୋର୍ଦ୍ଧା ପରେ ଏବେ ଯାଜପୁର ଜିଲ୍ଲାବାସୀଙ୍କ ସହ ZOOM ମାଧ୍ୟମରେ ଯୋଡି ହୋଇଥିଲା ଅର୍ଗସ ।
#DigitaltoSatellite #ArgusCampaign #ArgusMeeting #ArgusNews