ଆଜି ବିଧାନସଭା ଅଭିମୁଖେ ବିଜେପି ରାଲିରେ ପୃଥିରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା.... ବିଜେପିର କିଛି କାର୍ଯ୍ୟକର୍ତ୍ତାଙ୍କୁ ମିଛ କେସ୍ ରେ ଫସାଇବାକୁ ଆରମ୍ଭ କରାଯାଇଛି । ଏହି ପ୍ରକ୍ରି୍ୟାକୁ ବିଜେପି ବିରୋଧ କରିବ । ଆବାସଯୋଜନାର ଅନିୟମିତତାକୁ ପୁରା ଶେଷ କରିବା...
#ArgusNews #Odisha #BJPRally #pruthirajharichandan