କାର୍ତ୍ତିକ ମାସ ପରେ ଭକ୍ତଙ୍କ ପାଇଁ ଖୋଲାଯାଉ ଶ୍ରୀମନ୍ଦିର । ପରିଚାଳନା କମିଟି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଗରେ ଏପରି ପ୍ରସ୍ତାବ ରଖିଛନ୍ତି 5 ନିଯୋଗର ସେବାୟତ । ତେବେ ମନ୍ଦିର ଖୋଲିବା ପର୍ଯ୍ୟନ୍ତ ଅରୁଣ ସ୍ତମ୍ଭଯାଏ ଭକ୍ତଙ୍କୁ ଛାଡ଼ିବାକୁ ଦାବି କରିଛି ଜଗନ୍ନାଥ ସେନା ....
#ArgusNews #Temple_Open #Odisha #SreeMandir