ଆତ୍ମହୁତି ରୋକିବା ଲାଗି ବିଧାନସଭା ରାସ୍ତାକୁ ସିଲ କରାଯିବା ପରେ ରାଜଧାନୀବାସୀଙ୍କ ଭିତରେ ବଢିଲା ଜନ ଅସନ୍ତୋଷ । ଜୟଦେବ ଭବନ ସମ୍ମୁଖ ରାସ୍ତାଠୁ ନେଇ କେଶର ହଲ, ପିଏମଜି ଠୁ ନେଇ ଓ୍ବାନ ଟୋଣ୍ଟି ବାଟାଲିୟନ ସବୁଠି ପୋଲିସର କଟକଣା ଯୋଗୁ ନାକେଦମ ହେଲେଣି ଲୋକେ ....
#ArgusNews #Odisha #Bhubneswar #Assembly #Road