ବାଣୀବିହାର ଓଭରବ୍ରିଜ ଉପରେ ଯୁବତୀଙ୍କ ଠାରୁ ଲୁଟ । ଦୁଇ ଜଣ ବାଇକରେ ଆସି ଛଡ଼ାଇନେଲେ ଭ୍ୟାନିଟି ବ୍ୟାଗ । ବ୍ୟାଗରେ ୨୦ ହଜାର ଟଙ୍କା, ମୋବାଇଲ, ଏଟିଏମ ଥିବା ଅଭିଯୋଗ । ଡବଲ ହେଲମେଟ ପିନ୍ଧିଥିଲେ ୨ ଲୁଟେରା । ଘରକୁ ଫେରୁଥିବା ବେଳେ ସମିତା ପାତ୍ରଙ୍କ ଠାରୁ ଲୁଟ ..
#ArgusNews #Bhubaneswar #Loot_At_Vanivihar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app