ପୁଅ, ଝିଅଙ୍କୁ ହରାଇ ନ୍ୟାୟ ଅପେକ୍ଷାରେ ପୀଡିତା ମାଆ । ଶୁଖୁନି ଆଖିର ଲୁହ । ମାସ ମାସ ବିତିଯାଉଛି ହେଲେ ପୋଲିସ ହାତ ଖାଲି । ନ୍ୟାୟ ପାଇଁ ଥାନାରୁ ଥାନା ଦୈଡି ଦୈଡି ନିରାଶ ପରିବାର । ସେ ପ୍ରମୋଦିନୀଙ୍କ ହତ୍ୟା ହେଉ ଅବା ନୟାଗଡର ପରୀ କିମ୍ବା କେନ୍ଦ୍ରାପଡରା ଦେବାଶିଷ ସେଠୀ ହତ୍ୟା ମାମଲା, ଏସବୁ ରାଜ୍ୟ ପୋଲିସର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।.
#TheArgus #ArgusUpdate #ArgusNews #Justice #Ganjam