ଗରିବ ପରିବାରକୁ ସରକାରୀ ଯୋଜନା ଅପହଁଞ୍ଚ
ଗରିବଙ୍କ ମୁଣ୍ଡ ଉପରେ ପକ୍କାଘର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହେଉଛି । ଆଉ ଏହି ଯୋଜନା ନେଇ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ରାଜସ୍ବ । ତେବେ ଆଜି ବି ରାଜ୍ୟରେ ଅନେକ ଯୋଗ୍ୟ ଗରିବ ହିତାଧିକାରୀ ଘର ଖଣ୍ଡିଏରୁ ବଞ୍ଚିତ ହେଉଛନ୍ତି । ଏମିତି ଜଣେ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ପୁରୀ ସତ୍ୟବାଦୀ ପେଣ୍ଠପଡା ପଞ୍ଚାୟତର ଅନାଥ ସାହୁ........ତେବେ ଦୀର୍ଘ 8ବର୍ଷ ଧରି ଏହି ଗରିବ ପରିବାର ଭଙ୍ଗାଘରେ ରହୁଥିବା ବେଳେ ପଡୁନି ପ୍ରଶାସନର ନଜର ।
#ArgusNews #Odisha #Puri #Satyabadi #BijuPakagharaJojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app