ଗାଁ ଦାଣ୍ଡରେ ପଡିଛି ଜରିପାଲ । ମୁକ୍ତାକାଶ ତଳେ ଚାଲିଛି ପାଠପଢା । ଗୋଟିଏ ଜାଗାରେ ବିଭିନ୍ନ ବୟସ ଓ ଶ୍ରେଣୀର ପିଲାଙ୍କୁ ଏକାଠି କରି ପଢ଼ାଯାଉଛି ପାଠ । କରୋନା ମହାମାରୀ ପାଇଁ ଗତ ବର୍ଷେ ହେଲା ସ୍କୁଲ ବନ୍ଦଥିବା ବେଳେ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବାର ଦାୟିତ୍ୱ ନେଇଛନ୍ତି ଗୁଣୁପୁର ଥାନାର ଜଣେ ପୋଲିସ ଅଧିକାରୀ ସୁଶାନ୍ତ ବେହେରା ...
#ArgusNews #Odisha #Raygada #Gunupur #SpecialStory