#ଦାଦା_ବେଶରେ_ସିକ୍ୟୁରିଟି_ଗାର୍ଡ
#ନକଲି_ବନ୍ଧୁକରେ_ମୁନରେ_ଆଦାୟ_କରୁଥିଲା_ଦାଦାବଟି
ରାଜଧାନୀରେ ଅଭିନବ ଲୁଟ । ଖେଳଣା ବନ୍ଧୁକ ଦେଖାଇ ଲୁଟ କରୁଥିବା ବେଳେ ଧରାପଡିଲା ସିକ୍ୟୁରିଟ ଗାର୍ଡ । ଖଣ୍ଡଗିରି ଥାନା ପୋଲିସ କବଜାରେ ପଡିଛି toy ଗନ ଗ୍ୟାଙ୍ଗର ସଦସ୍ୟ । ଖାଲି ସେତିକି ନୁହେଁ ଜଣେ ପ୍ରଫେସରଙ୍କ କାରକୁ ଜାଲିଆତି କରି ବିକିଥିବା ଅଭିଯୋଗରେ ଦଲାଲକୁ ଗିରଫ କରିଛି ପୋଲିସ....
#ArgusNews #Odisha #Bhubaneswar #Loot