ଚଳିତ ମାସ 3 ତାରିଖରେ ଚାନ୍ଦବାଲି ଥାନା ହାଜତରୁ ନାବାଳିକା ଅପହରଣ ଓ ଅଭିଯୁକ୍ତ ଫେରାର ହେବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନା ଅଧିକାରୀଣୀଙ୍କୁ ନିଲମ୍ବନ ଓ ଏସ୍.ଡି.ପିଓଙ୍କୁ ବଦଳି ପାଇଁ ଦାବୀ ନେଇ 12 ଘଣ୍ଟିଆ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି....
#ArgusNews #Odisha #Bhadrak #Chandabali #BJP #Strike