Swiss Open: Srikanth through to quarter-finals
2019 ମସିହାରେ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିଲେ ଦେଶର ବୀର ସୈନିକ ମାନେ। ଏହି ଅବସରରେ ପୁରୀର ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ ଗୋଟେ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରି ଏକ ମୂର୍ତ୍ତି ଗଢିଛନ୍ତି। ଏହି ମୂର୍ତ୍ତିକୁ ଗଢିବା ପାଇଁ ତାଙ୍କୁ 5 ଘଣ୍ଟା ସମୟ ଲାଗିଥିଲା। ଏହି ମୂର୍ତ୍ତିରେ ସୂର୍ଯ୍ୟକାନ୍ତ ମଇଦା, ଜରି ଅଠା ଏବଂ ରଙ୍ଗିଲା କଲର୍ ବ୍ଯବହାର କରିଛନ୍ତି ....
#ArgusNews #Odisha #Puri #PaperArt #PaperArtinNewsPaper
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app