ରାଉରକେଲାରେ ବଡଧରଣର ଜିଏସଟି ଠକେଇ । ଦିନମଜୁରିଆ ପରେ ଏବେ ଜିଏସଟି ଠକେଇ ଗ୍ୟାଙ୍ଗ ଟାର୍ଗେଟରେ ବ୍ୟାଙ୍କ । ବ୍ୟାଙ୍କରେ ଫେକ ଆକାଉଣ୍ଟ ଖୋଲି ଚାଲିଛି କୋଟି କୋଟି ଟଙ୍କାର କାରବାର । ଆଉ ଏନେଇ ବ୍ୟାଙ୍କ ପାଖରେ ନାହିଁ ଖବର....
#ArgusNews #Odisha #Raurkela #GST
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app