ଦାରିଦ୍ର୍ୟ ସାଙ୍ଗକୁ ଦାଉ ସାଜିଛି ପକ୍ଷାଘାତ ରୋଗ । ଦୀର୍ଘ ଦିନ ହେବ ବିଛଣାରେ ସେ ଛଟପଟ । ସରକାରୀ ଯୋଜନା ଦିଗହରା । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘର ଅଛି, ନା ବଞ୍ଚିବା ପାଇଁ ରାହା ଅଛି । ଦିନ ଅଛି ନା ରାତି ଅଛି,ସେମିତି ଗୋଟିଏ ସ୍ଥାନରେ ପଡ଼ିରହିଛନ୍ତି ଶଶୀ । ବ୍ଲକ ନାକ ତଳେ ସରକାରୀ ଯୋଜନା ଫେଲ.... ଏଠାରେ ଅନ୍ଧ ବ୍ଲକ ପ୍ରଶାସନ.....ଯାଜପୁର ବଡ଼ଚଣାରୁ ଦେଖିବା ଏହି ରିପୋର୍ଟ...ରାଜ୍ୟ ସରକାରଙ୍କ ଯୋଜନା ଫେଲ...
#ArgusNews #Odisha #CMO_Odisha #help
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app