ନାବାଳିକା ନିଖୋଜର 10 ଦିନ ପରେ ମିଳିଲା କେଇ ଖଣ୍ଡ ହାଡ଼ । ଏସ୍ଆଇଟି ମୂଖ୍ୟଙ୍କ କହିବା ଅନୁସାରେ 14 ତାରିଖରେ ହିଁ ସରୋଜ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ କରି ପୋଖରୀ ହୁଡାରେ ଫୋପାଡି ଦେଲା । ଏବେ ବଡ଼ ପ୍ରଶ୍ନ ଏତେ ଦିନ ଯଦି ମୃତ ଦେହ ପଡିକି ରହିଲା ତାହା ହେଲେ ଦୁର୍ଗନ୍ଧ କେମିତି ହେଲା ନାହିଁ ...
#ArgusNews #JusticeForParee #SIT
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app