ଗଞ୍ଜାମରେ କୋରୋନାକୁ ନେଇ ଭୟଙ୍କର ସ୍ଥିତି । କିନ୍ତୁ ଏଦିଗରେ ସଠିକ୍ ପଦକ୍ଷେପ ନେଇପାରୁନାହାଁନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଦଳ କହିଛି, କୋରୋନା ନିୟନ୍ତ୍ରଣ ନେଇ ସରକାରଙ୍କ ପକ୍ଷରୁ ଯାହା ବି ପ୍ରତିଶ୍ରୁତି ଥିଲା ଗଞ୍ଜାମରେ ତାହା ହୋଇନାହିଁ ...
#TheArgus #Ganjam #Corona_Situation #Bjp