ବ୍ରହ୍ମଗିରିରେ ରହିଛି ରହସ୍ୟମୟ ଗୁମ୍ଫା
ଆଉ ଗୁମ୍ଫା ଭିତରେ ରହିଛି ଅନେକ ଛୋଟ ଛୋଟ କୋଠରୀ । କିଟ୍ କିଟ୍ ଅନ୍ଧାର ଏହି ଗୁମ୍ଫାରକୁ ପ୍ରବେଶ କରିବାକୁ ଯାହାକୁ ବି ଡର ଲାଗିବ.. ଭିତରୁ ଆସୁଛି ସୁ ସୁ ଶବ୍ଦ । କାହିଁ କେତେ ପୁରାତନ କାଳରୁ ଥିବା ଏହି ଐତିହ୍ୟ ଗୁମ୍ଫା ଏବେ ଜରାଜୀର୍ଣ୍ଣ ପାଲଟିଛି...
#ArgusNews #Odisha #Puri #Brahmagiri #Cave #Suspense