ରାଜ୍ୟରେ ଚାଲିଛି ବଡ଼ ଧରଣର ଗୋରୁ ଚାଲାଣ ରାକେଟ
ଗୋଟିଏ ଦିନରେ ରାଜ୍ୟର 3 ପ୍ରମୁଖ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଅନୁଗୋଳରୁ ଜବତ କରାଯାଇଛି ଗୋରୁ ବୋଝେଇ ଗାଡି । କିଏ ନେଉଛି, କୁଆଡେ ଯାଉଛନ୍ତି ଏତେସବୁ ଗୋରୁ ସେ ନେଇ ଖୋଳତାଡ କରୁଛି 3 ଜିଲ୍ଲାର ପୋଲିସ....
#ArgusNews #Odisha #Balasore #Bhadrak #Anugul #Goruchalan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app