କୋରାପୁଟ ଜିଲ୍ଲାରେ ଜୋରଦାର ହୋଇଛି ରାତ୍ରୀ କାଳୀନ କର୍ଫ୍ୟୁ ।ଏ ନେଇ କୋରାପୁଟ ସହରରେ ସମସ୍ତ ମୁଖ୍ୟରାସ୍ତା କୋରାପୁଟ-ବିଶାଖାପାଟଣା, କୋରାପୁଟୃନବରଂଗପୁର, କୋରାପୁଟ-ପାର୍ବତିପୁରମ୍ ମୁଖ୍ୟ ରାସ୍ତାରେ ସଚେତନ କରାଇବା ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପୁଲିସ ...
#ArgusNews #Koraput #NightCurfew #Odisha