ପୁଣିଥରେ ମହାପ୍ରସାଦ ଓ ଶୁଖିଲା ଭୋଗ ଅନଲାଇନ କାରବାର ହେଉଥିବା ଅଭିଯୋଗ ହୋଇଛି… ଭୁବନେଶ୍ୱରର ଜନୈକ ବ୍ୟକ୍ତି ଏକ ଓ୍ବେବସାଇଡ ଓ ହ୍ବାଟସଆପ୍ ନମ୍ବର ଜାରି କରି ଏହାରି ମାଧ୍ୟମରେ ମହାପ୍ରଭୁଙ୍କ ପ୍ରସାଦ ମଗାଇ ପାରିବେ ବୋଲି ବିଭିନ୍ନ ଫଟୋ ପୋଷ୍ଟ କରିଛନ୍ତି...
#ArgusNews #Puri_Mahaprasad #Online_Sale