ଦୀର୍ଘ 9 ମାସ ଧରି ସାଙ୍ଗମାନଙ୍କ ମଧ୍ୟରେ ପାଚେରୀ ସାଜିଥିଲା କୋରନା । ସାଙ୍ଗସାଥି ହୋଇ ମଜା ମସ୍ତି କରିବାରୁ ବଂଚିତ ହୋଇଥିଲେ ଛାତ୍ରଛାତ୍ରୀ । ୯ମାସ ପରେ ଖୋଲିଲା କଲେଜ କୋଳାହଳରେ କମ୍ପୁଛି କ୍ୟାମ୍ପସ....
#ArgusNews #CollegeOpen #Odisha #Student
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app