ଗ୍ରାମାଞ୍ଚଳର ବିକାଶ ସହ ଉପାନ୍ତ ଅଞ୍ଚଳରେ ସମସ୍ତ ମୌଳିକ ସୁବିଧା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ କିଛି ସରକାରୀ ଅଧିକାରୀଙ୍କ ଅବହେଳା ଯାଗୁଁ ଯୋଜନା ସଫଳ ରୂପାୟନ ନେଇପାରୁନି । ଫଳରେ ଗ୍ରାମାଞ୍ଚଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି...
#ArgusNews #Odisha #Keonjhar #villageproblem #WaterProblem #RoadProblem