ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ଅଭିଯୋଗ
ଝିଅ ଯୋଗାଇବ ତ ଚାକିରୀ ରହିବ ନ ଯୋଗାଇଲେ ଟ୍ରାନ୍ସଫର ହେବ । ଏଭଳି ସାଙ୍ଘତିକ ଅଭିଯୋଗ ଆସିଛି ଡିସିପି ଆର୍ମ କମାଣ୍ଡାଣ୍ଡ ବିଜୟ କୁମାର ସାହୁଙ୍କ ନାଁରେ । ଅଭିଯୋଗ ଆଣିଛନ୍ତି ଜଣେ ସିପାହିଙ୍କ ପତ୍ନୀ । ଅପରପକ୍ଷେ ଏହାକୁ ଖଣ୍ଡନ କରି ଏହା ଉପରେ ତଦନ୍ତ କରାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ସାହୁ...
#ArgusNews #Odisha #Bhubaneswar #Dcp #Commander #BijayKumarSahoo