ସୃଷ୍ଟି ଦିନକ ପାଇଁ ହେଲେ ଦେବଭୂମିର ମୁଖ୍ୟମନ୍ତ୍ରୀ । କେବଳ ଉତ୍ତରାଖଣ୍ଡ ନୁହେଁ ସାର ଦେଶରେ ଚର୍ଚ୍ଚାରେ ସୃଷ୍ଟି ଗୋସ୍ବାମୀ । ପୂର୍ବରୁ ନାୟକ ଫିଲ୍ମର କାଳ୍ପନିକ କାହାଣୀରେ ଏ ଦୃଶ୍ୟ ଦେଖିଥିବେ । କିନ୍ତୁ ବାଳିକା ଦିବସରେ ସୃଷ୍ଟିଙ୍କୁ ଏ ସୁଯୋଗ ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । ତେବେ କେବଳ ଦାୟିତ୍ବ ନୁହେଁ, ସେ ରାଜ୍ୟର ବିଭିନ୍ନ ଯୋଜନାର ସମୀକ୍ଷା ବି କରିଛନ୍ତି ...
#ArgusNews #National #Uttarakhand #Cheif_Mininster #oneday