ଢେଙ୍କାନାଳ ଜିଲ୍ଳା କଙ୍କଡ଼ାହାଡ଼ ବ୍ଲକ୍ କଲମି କାଜୁ ଚାଷ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ । ଫିଲ୍ଡରେ ଗୋଟିଏ ଗଛ ନଥିବା ବେଳେ କାମ କରୁଥିବା ଶ୍ରମିକ ମାନେ ସେମାନଙ୍କ ପାରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି । ଏନେଇ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଥିଲା ଜିଲ୍ଲାପ୍ରଶାସନ ....
#ArgusNews #Dhenkanal #Plantation_Scam