କୋଟିଆକୁ ନେଇ ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି । ଆଜି ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପଚାରିବାରୁ ଉତ୍ତର ଦେଇ ପାରିନଥିଲେ ମନ୍ତ୍ରୀ । ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନଙ୍କ ବିସ୍ଫୋରକ ବୟାନ ପରେ ବିଜେଡିରେ ଏବେ ଅଲିଖିତ ଫତୱା । ସେପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ...
#ArgusNews #Odisha #Kotia_Issue #BJP