କଏଦୀରୁ ସଫଳ କୃଷକ
ନବରଂଗପୁର ଉପକାରାଗାରରେ ସଜା କାଟୁଥିବା ଅନ୍ତେବାସୀମାନେ ଏବେ ହୋଇପାରିଛନ୍ତି ସଫଳ କୃଷକ। ସେଲର ଅନ୍ଧକାର କୋଠରୀରୁ ବାହାରକୁ ଆସି ଆରମ୍ଭ କରିଛନ୍ତି ପନିପରିବା ଚାଷ । ପଡିଆ ଏକ ଜମିକୁ କରିଛନ୍ତି ଶସ୍ୟଶ୍ୟାମଳା । ଜମିକୁ ଚଷି ପାଣି ମଡ଼ାଇ ଜୈବିକ ଉପାୟରେ ଫଳାଇଛନ୍ତି ଜାତିଜାତିକା ପରିବା । ଫସଲ ଉତ୍ପାଦନ ଏବେ କଏଦୀଙ୍କ ଆତ୍ମବିଶ୍ୱାସ କୁ ବଢ଼ାଇଛି.....
#ArgusNews #Odisha #Nabarangpur #Farmer #Prisoner