#ପରୀକ୍ଷା_ବାତିଲ_ପ୍ରତିଯୋଗିତା
#ରାସ୍ତାକୁ_ଓହ୍ଲାଇଲେ_ଯୁକ୍ତଦୁଇ_ଛାତ୍ରଛାତ୍ରୀ
ଯେମିତି ମାଟ୍ରିକ ପରୀକ୍ଷା ବାତିଲ ହେଲା ସେମିତି ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ କରାଯାଉ । ମାଟ୍ରିକ ଛାତ୍ରଛାତ୍ରୀଙ୍କ ଜିଦ ପରେ ରାଜରାସ୍ତାକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ....
#ArgusNews #Odisha #Plus2Exam #Cancel #Protest