ଆରଟିଆଇ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି । ତେବେ ଏ ଗିରଫ ମାମୁଁ-ଭଣଜା ଘାଇରେ ଗିରଫ ବ୍ୟକ୍ତିଙ୍କ ପରି ନୁହେଁ ତ । ପୋଲିସ ଯଦି 3 ଜଣଙ୍କୁ ଗିରଫ କଲା ତାହାହେଲେ କାହିଁକି ସେମାନଙ୍କ ନାମ ଗଣମାଧ୍ୟମ ଆଗରେ ଖୋଦ୍ ଏସପି ପିଆର ରାହୁଲ ପ୍ରକାଶ କଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି....
#ArgusNews #Odisha #Jajpur #RTI #Arrested #Bomb_Attack